Thursday, July 2, 2026
36.1 C
Brahmapur

ସତ୍ୟନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଖେଳ କ୍ରୀଡା ପ୍ରତିଯୋଗିତା l

Share

ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନରେ ଥିବା ନାରାୟଣ ପୁର ପଞ୍ଚାୟତ ସ୍ଥିତ ସତ୍ୟନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଖେଳ କ୍ରୀଡା ପ୍ରତିଯୋଗିତା ହୋଇଯାଇଅଛି l ଏଥିରେ ଅତିଥି ଭାବେ ସୀ ଆର ସୀ ନୟନା ପଟ୍ଟନାୟକ, ସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ, ମଳୟ କୁମାର ମହାପାତ୍ର, ଶିକ୍ଷକ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଶିକ୍ଷୟତ୍ରୀ,କୁମାରୀ ଅରୁଣା ଭଟ, ଶିକ୍ଷୟତ୍ରୀ,କେ ମିନତି ପାତ୍ର,ଶିକ୍ଷୟତ୍ରୀ,ବବିତା ଶତପଥୀ, ଖେଳ କ୍ରୀଡା ପ୍ରତିଯୋଗିତା ରେ ସୋହିଯାଗ କରିଥିଲେ l ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ 186 ଛାତ୍ର ଛାତ୍ରୀ ଖେଳ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହା 11.01.23 ଠାରୁ 13.01.23 ତିନିଦିନ ପର୍ଯ୍ୟନ୍ତ ହେବ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖେଳରେ କୌଣସି ପ୍ରକାର ଆଘାତ ନ ଘଟିଵା ପାଇଁ ସ୍କୁଲ ର ଶିକ୍ଷକ ଭାବେ ଟୁକୁ ସେଠି ସାର ସୋହଜଗ କରିଥିଲେ l

Read more

Local News