
ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଜୋତିନଗର ଦୃତୀୟ ଲାଇନ ରାସ୍ତା ନୁହେଁ ତ ଏ ଗୋଟିଏ ମରଣ ଯନ୍ତା ବୋଲି ସ୍ତାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଏହି ରାସ୍ତା ବର୍ଷା ହେଲେ କାଦ ଓ ପାଣି ଜମି ରହିଵା ଅଳିଆ ଆବର୍ଜନା ରହିଵା ଦୃଶ୍ୟ ଦେଖିବାକୁ ମିଳିଛି I ଏ ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଓ ବାସିନ୍ଦା ର ମା ମାନେ ଯିବା ଆସିବ ରେ ବହୁ ଆସିବୁଧା ର ସମୁଖୀନ ହେବାକୁ ପଡୁଛି,I ଗତ ପନ୍ଦର ବର୍ଷ ଏହି ଅସୁବିଧା ସମୁଖୀନ ହୋଇ ଆସୁଛନ୍ତି, ହେଲା ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ହେଉନାହିଁ, ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି, I ଏହି ବାସିନ୍ଦା ର ଅଭିଯୋଗ ନା ଶୁଣୁଛନ୍ତି ସ୍ଥାନୀୟ ସରପଞ୍ଚ, ଙ୍କ ସହଯୋଗୀ ଶରତ ଚନ୍ଦ୍ର ମହାଙ୍କୁଡ଼ ଆମ ଗଣ ମାଧମ କୁ ଦର୍ଶାଇଛନ୍ତି ଯେ ମୁଁ ରିଭିନ୍ୟୁ ଡିପାର୍ଟମେଣ୍ଟ, ବ୍ଲକ, 5ଟି ସଚିବ କୁ ଲିଖିତ ଆକାରରେ ଦିଆ ଯାଇଛି ବୋଲି ମତ ପ୍ରକାଶ ଦେଇଛନ୍ତି l ବର୍ତମାନ ଏହି ରାସ୍ତା ନିର୍ମାଣ କେବେ ହେବ ଏହା ଉପରେ ପ୍ରଶାସନ ଙ୍କ ଦୃଷ୍ଟି ପଡିଵା ନିହାତି ଅବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ l ଏ ସମସ୍ୟା ର ସମାଧାନ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା l
