ବ୍ରହ୍ମପୁର ତା- ୧୧/୦୬/୨୦୨୬ଆଜି ପବିତ୍ର ଏକାଦଶୀରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଆଙ୍କୁଲି ଶେଷ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ ବନ୍ଧ ହୁଡାରେ ୫୦ ଟି ବଟ ଗଛ ଓ ଅଶ୍ଵତ୍ଥ ଗଛ ରୋପଣ କରାଗଲା ଓ ଗଛକୁ କିପରି ଯତ୍ନ ନେଇ ବଞ୍ଚାଇବା ସମସ୍ତଙ୍କୁ ଅବଗତ କରାହେଲା ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମହିଳା ସଂଘର ମହିଳା ମାନେ ସହଯୋଗ କରିଥିଲେ ଏବଂ ପୂର୍ବତନ କର୍ପୋରେଟର ଶାନ୍ତି ଦାସ, କର୍ପୋରେଟର ଭାଗରଥି ମହାରଣା, ଉମା ନାୟକ, ରାଜ୍ୟ ସଂପାଦକ ମୁକୁନ୍ଦ ଗୌଡ, ବରିଷ୍ଠ ସାମ୍ବାଦିକ ସୁଦାମ ପାତ୍ର,ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପଙ୍କଜ ସାବତ,ମୁନା ସେଠି,ସ୍ବାଧିନ ମହାରଣା,ଜିନୁ ମହାରଣା, ଜନାର୍ଦ୍ଦନ ପାତ୍ର, କୈଳାଶ ପଟ୍ଟନାୟକ, ଏନ୍ ରାମପ୍ରସାଦ ରାଓ, ନାଗେଶ୍ୱର ଦୋରା, ସଂଜୀବ ବାଦଲ, ବୁଲୁ ମହାରଣା, ମହେଶ୍ୱର ଦାସ, କେ ଭେଙ୍କେଟି ରେଡି, ପ୍ରଭାକର ମହାନ୍ତି, ଏମ୍ ଭେଙ୍କଟ, ବଳରାମ ପାତ୍ର, ଅରୁଣ କୁମାର ମିଶ୍ର, ପିତବାସ ପ୍ରଧାନ, ବଣ୍ଟି ମହାରଣା, ରବିନ୍ଦ୍ର କୁମାର ମହାପାତ୍ର, ପ୍ରକାଶ ରଥ, ସୁବାଷ ନାୟକ, ତୁମ୍ବେଶ୍ବର ନାୟକ, କୁନା ଜେନା, ପ୍ରଦୀପ ନାୟକ, ବ୍ରଜମହୋନ ପ୍ରଧାନ, ଜିଚେନ୍ଦ୍ର ନାଥ ପଟ୍ଟନାୟକ, ଏଲ୍ଏନ୍ ନାୟକ, ସୁବଦ ଚୌଧୁରୀ, ଭବାନୀ ଶଙ୍କର ସାହୁ, ଇନ୍ଦ୍ର ନାୟକ, ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇଥିଲେ।
Share
Read more