Thursday, June 4, 2026
30.5 C
Brahmapur

କବିସୂର୍ଯ୍ୟନଗର ହାଜତ ମୃତୁ ଘଟଣା।

Share

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀଙ୍କ ବଦଳି। ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପିଟି ପିଟି ମାରିବା ପରେ ସବୁ କର୍ମଚାରୀ ବଦଳାଇବାକୁ ନିର୍ଦେଶ ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି । ସୁଶାନ୍ତ ଙ୍କ ପରିବାରକୁ ଘରୁ ଉଠାଇ ଆଣି ପୁରୁଷୋତ୍ତମପୁର ଦିଗନ୍ତ ଡ଼ାକବଙ୍ଗଳାରେ ପଚାରାଉଚରା କରୁଛି ମାନବ ଅଧିକାର ସୁରକ୍ଷା ସେଲ(HRPC) ।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା ।

Read more

Local News