ଗଂଜାମ ଭଂଜନଗର ପୋଲିସ ଦ୍ଵାରା 5 ଜଣ ଯୁବକ ଗିରଫ। ଗିରଫ ଯୁବକ ମାନଙ୍କ ଠାରୁ ଦୁଇଟି ବନ୍ଧୁକ, ତିନୋଟି ଜୀବନ୍ତ ଗୁଳି ସହ ଦୁଇଟି ମୋଟରସାଇକେଲ ଜବତ ହୋଇଛି ।ଭଂଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି ଯେ ଗିରଫ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବଂ ପୋଲିସର ତଦନ୍ତ ଜାରି ରହିଛି।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

