ଜଗନ୍ନାଥ ପ୍ରସାଦ ବ୍ଲକ ତରିକୁପା କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଦୁଇଟି ବାଘ ଛୁଆ।

Share

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ତରିକୁପା କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଦୁଇଟି ବାଘ ଛୁଆ ଯାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଜଗନ୍ନାଥପ୍ରସାଦ ବ୍ଲକର ଉପାଧ୍ୟକ୍ଷ ନିଳାଚଚଂଳ ଖିଲାର ନିଜ କାରରେ କ୍ଷତମୁଣ୍ଡଳୀ ଗ୍ରାମରୁ ଫେରୁଥିବା ବେଳେ ଏହି ଦୃଶ୍ୟ ଦେଖି ନିଜ ମୋବାଇଲରେ ରେ କଏଦ କରିଥିଲେ। ତେବେ ଦୁଇଟି ବାଘ ଛୁଆ କଲରାପତରିଆ ବୋଲି ଜଣାପଡିଛି ।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News