Monday, April 21, 2025
35.9 C
Brahmapur

ସ୍ୱାସ୍ଥ୍ୟ

ଗୋଦର ସ୍ଵାସ୍ଥ୍ୟ ସଚେତନା ଶିବିର

ବ୍ରହ୍ମପୁର:-ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଫାଇଲେରିଆ ବା ଶ୍ଲୀପଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ସନ୍ତସନ୍ତିଆ ଜାଗାରେ ଫାଇଲେରିଆ କୃମି...

ମଙ୍କିପକ୍ସର ଦ୍ୱିତୀୟ ମାମଲା କେରଳରେ ଚିହ୍ନଟ

କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି ।_ ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ ଏହା ଏମପୋକ୍ସ...

ହେବ କେନ୍ଦୁଝର ଓ ସୋନପୁରରେ ଇ.ଏସ.ଆଇ ହସ୍ପିଟାଲ : ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । କେନ୍ଦୁଝର ଓ ସୋନପୂର ସହରରେ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ହେବ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର...

ଖୋଲିବ ପ୍ରତି ପଞ୍ଚାୟତରେ ଆରୋଗ୍ୟମ୍ ସେଣ୍ଟର…

ପ୍ରତି ପଞ୍ଚାୟତରେ ଆରୋଗ୍ୟମ୍ ସେଣ୍ଟର ଖୋଲାଯିବ ବୋଲି ସୂଚନା ମିଳିଛି । ଏହାସହ ପ୍ରତି ସେଣ୍ଟରରେ ଯୋଗ ପ୍ରଶିକ୍ଷକ ରହିବେ । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା...

ଜେପି ନଡ୍ଡାଙ୍କୁ ମିଳିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରରେ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭାଗ ଦିଆଯାଇଛି । ଚଳିତ ମାସ ଶେଷରେ ୬୩ ବର୍ଷୀୟ ନଡ୍ଡାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ...

ବାଣ ବିସ୍ଫୋରଣରେ ଆହତଙ୍କୁ ମିଶିଲେ ମୁଖ୍ୟମନ୍ତ୍ରୀ… 

ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ନିକଟରେ ବାଣ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ମିଶିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ ହସ୍ପିଟାଲରେ ଆହାତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା...

୧୨ରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ ପାଇଁ ଘୋଷଣା ହେଲା ଛୁଟି…

ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସାକ୍ସେନା ପ୍ରବଳ ଖରାକୁ ଦେଖି ଶ୍ରମିକମାନଙ୍କ ପାଇଁ ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଛୁଟି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଉପ-ରାଜ୍ୟପାଳ ନିର୍ମାଣ ସ୍ଥଳରେ...

ଯାଜପୁର ବସ୍ ଦୁର୍ଘଟଣାରେ ଘଟିଥିବା ମୃତକଙ୍କ ପାଇଁ ୩ ଲକ୍ଷ ଅନୁକମ୍ପା ଘୋଷଣା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ…

ଯାଜପୁର ଏନଏଚ-୧୬ର ବାରବାଟୀ ଛକ ନିକଟରେ କାଲିରାତିରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଯେ, 'କାଳିଆ ନନା' ନାମକ ବସ୍‌ଟି ପୁରୀରୁ ଦିନ ୪ଟାରୁ...

ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଦାମୋଦର ରାଉତ…

ଗୁରୁତର ଅସୁସ୍ଥ ହୋଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ହୃଦଘାତ ପରେ ଦାମୋଦର...

ଏମ୍ସକୁ ମିଳିଲା ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ ପୁରସ୍କାର…

ଭୁବନେଶ୍ୱର - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏମ୍ସ ଭୁବନେଶ୍ୱରକୁ ମିଳିଲା ମର୍ଯ୍ୟାଦାଜନକ ଏସିଆ ସେଫ୍‌ ସର୍ଜିକାଲ ଇମ୍‌ପ୍ଲାଣ୍ଟ କନ୍‌ସୋର୍ଟିୟମ୍‌ କ୍ୟୁଆଇପି ପୁରସ୍କାର ୨୦୨୩ । ହସ୍ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ...

ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ଗୁରୁତର…

ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ତାଙ୍କ ପିଏସଓ ଗତକାଲି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ଯେ ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ...