ଚିକିଟି:- ସାମ୍ବାଦିକ ଶ୍ରୀବତ୍ସ ସାହୁଙ୍କ ମାତା√ ଶ୍ରୀମତୀ ମାଣିକ୍ୟ ସାହୁଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାର ରାତି ପ୍ରାୟ ୯.୪୫ ମିନିଟ୍ ରେ ସୁନାପୁର ସ୍ଥିତ ବାସଭବନରେ ସ୍ଵର୍ଗାରୋହଣ କରିଛନ୍ତି। ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗଦ୍ୱାର ରେ ଗୁରୁବାର ପ୍ରାତଃ ୬ ଘଣ୍ଟା ସମୟରେ ସମ୍ପନ୍ନ ହୋଇଛି। ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ପୁତ୍ର ଶ୍ରୀବତ୍ସ ସାହୁ ମୁଖାଗ୍ନୀ ଦେଇଛନ୍ତି। ତାଙ୍କ ବିୟୋଗରେ ପରିବାର ଓ ଆତ୍ମୀୟସ୍ବଜନ ଗଭୀର ଶୋକ ପ୍ରକାଶ ପାଇଛି। ମୃତ୍ୟଶଯ୍ୟା ନିକଟରେ ତାଙ୍କ ଦୁଇପୁତ୍ର, ଦୁଇ ପୁତ୍ରବଧୂ , ଚାରଝିଅ, ଚାରି ଜ୍ବାଇଁ ଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ।